୨୪ ନିର୍ବାଚନରେ ୪୦୦ ସିଟରୁ ଅଧିକ ଆସନରେ ଜିତିବ ବିଜେପି । ଆତଙ୍କବାଦ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ସଂସ୍କୃତିର ପୁନରୁଦ୍ଧାର ପାଇଁ ଯେଉଁ ସ୍ବପ୍ନ ଥିଲା ତାହା ପୂରଣ କରିଛନ୍ତି ମୋଦି । ଗୁଜରାଟ ଓ ଦେଶବାସୀଙ୍କ ଭଲପାଇବା ମୋଦିଙ୍କ ସହ ଥିବା କହିଛନ୍ତି ହିମନ୍ତ ବିଶ୍ବଶର୍ମା ।
ଗୁଜରାଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରେସମିଟ

ଅର୍ଗସ ବ୍ୟୁରୋ : ଗୁଜରାଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରେସମିଟ । କହିଲେ ଗୁରଜାଟ ନିର୍ବାଚନରେ ୧୫୦ରୁ ଅଧିକ ଆସନ ଜିତିବ ବିଜେପି । ଏଥିସହ ୨୦୨୪ ଲୋକସଭା ନିର୍ବାଚନ ଏଜେଣ୍ଡା ମଧ୍ୟ ଏବେଠୁ ସ୍ପଷ୍ଟ ହୋଇଛି ।
Download Argus News App
