ଗତକାଲି ସର୍ବାନନ୍ଦ ସୋନବାଲ ଓ ହିମନ୍ତ ବିଶ୍ଵା ଶର୍ମା ଦିଲ୍ଲୀ ଯାଇଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବୈଠକ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ମହାସଚିବ ବି.ଏଲ ସନ୍ତୋଷ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ଵା ଶର୍ମା
Download Argus News App
