ତେଣୁ ଭାରତୀୟମାନେ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ସେହିପରି ବର୍ତ୍ତମାନ ଇରାନ ଓ ଇସ୍ରାଏଲରେ ଥିବା ଭାରତୀୟମାନେ ସତର୍କ ରହୁନ୍ତୁ। ସେମାନେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରି ନିଜର ପଞ୍ଜୀକରଣ କରାନ୍ତୁ। ଭାରତୀୟମାନେ ଇରାନ କିମ୍ବା ଇସ୍ରାଏଲରେ ଯାତାୟାତକୁ କମ କରିବା ସହ ଅତ୍ୟନ୍ତ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମନ୍ତ୍ରଣାଳୟ କହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: