୧୦ ହଜାର ଫୁଟ ଉପରେ ସେନାବାହିନୀ ସହ ରହିବେ ରୋବୋଟିକ ମୁଲ ବା ଖଚର । ଭାରତ ଚୀନ ସୀମାରେ ଉତ୍ତେଜନା ଲାଗିରହିଥିବା ବେଳେ ଆହୁରି ସଶକ୍ତ ହେବ ସେନା ।
ଭାରତୀୟ ସେନା ପିନ୍ଧିବେ ଆଇରନ ମ୍ୟାନ ଜେଟ ପାକ ସୁଟ

ଅର୍ଗସ ବ୍ୟୁରୋ : ହାଇଟେକ ମୋଡରେ ଇଣ୍ଡିଆନ ଆର୍ମି । ଭାରତୀୟ ସେନା ପିନ୍ଧିବେ ଆଇରନ ମ୍ୟାନ ଜେଟ ପାକ ସୁଟ । ୫୦ କିଲୋମିଟର ବେଗରେ ଉଡିବେ ସେନା । ଏହା ସହିତ ହାଇଟେକନୋଲୋଜି ବିଷିଷ୍ଟ ଡ୍ରୋନ ମଧ୍ୟ ଭାରତ ଚୀନ ସୀମାରେ ମୁତୟନ କରାଯିବ ।
Download Argus News App
