ଉଭୟ ସେନାବାହିନୀର ବିଭନ୍ନ ଲଢ଼ୁଆ ଅସ୍ତ୍ରଶସ୍ତ୍ର ଓ ବିମାନ ଉଡ଼ାଣ ପ୍ରଦର୍ଶନ କରାଯାଇଛି । ଜରୁରୀ ସମୟରେ ପ୍ରତିରକ୍ଷା ବ୍ୟବସ୍ଥାକୁ କିପରି ସଜାଗ ରଖାଯାଇ ପାରିବ ତା’ର ଅଭ୍ୟାସ କରୁଛନ୍ତି ମିଳିତ ସେନାବାହିନୀ ।
ଆରମ୍ଭ ହେଲା ଭାରତୀୟ ସ୍ଥଳସେନାର ଶତ୍ରୁନାଶ ଯୁଦ୍ଧାଭ୍ୟାସ
Download Argus News App
