ଖାଦ୍ୟ ମୁଦ୍ରାସ୍ପୀତି ହାର ମଧ୍ୟ 7.01 ରୁ 4.67 ପ୍ରତିଶତକୁ ହ୍ରାସ ପାଇଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର କଠୋର ପଦକ୍ଷେପ ଓ ଅଶୋଧିତ ତୈଳଦର ହ୍ରାସ ଯୋଗୁଁ ଦରଦାମ ହ୍ରାସ ପାଇଛି । ଆଗକୁ ଏହି ଧାରା ଜାରି ରହିବ ବୋଲି ଆଶା କରାଯାଉଛି । ଖୁଚୁରା ମୁଦ୍ରସ୍ଫୀତି ହ୍ରାସ ସାଧାରଣ ଲୋକଙ୍କୁ ଦମଦାମ ବୃଦ୍ଧିର ବୋଝରୁ ଆଶ୍ବସ୍ତି ଦେବ ବୋଲି ଆଶା କରାଯାଉଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।