ଏତଲାରେ ଆହୁରି ଦର୍ଶାଇଛନ୍ତି ବିନୋଦ ତାଙ୍କୁ କୁକିଙ୍ଗ ପ୍ୟାନ୍ର ହ୍ୟାଣ୍ଡେଲ ଫୋପାଡି ତାଙ୍କ ମୁଣ୍ଡ ମଧ୍ୟ ଫଟାଇଦେଇଛନ୍ତି। ଏହି ଘଟଣା ଶୁକ୍ରବାର ଅପରାହ୍ନ ୧ ରୁ ୧.୩୦ ମଧ୍ୟରେ ଘଟିଛି। ଏହି ସବୁ ଘଟଣା ନିଜ ଆଖିରେ ଦେଖିଛନ୍ତି ତାଙ୍କ ୧୨ ବର୍ଷର ପୁଅ। ତେବେ ଏଣ୍ଡୀୟାଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ପୋଲିସ୍ ବିନୋଦଙ୍କ ବିରୋଧରେ ଆଇପିସିର ଧାରା ୩୨୪ ଏବଂ ୫୦୪ ଅନୁସାରେ ମାମଲା ରୁଜୁ କରିଛି ।
କ୍ରୀଡା ଖବର ଆହୁରି ପଢନ୍ତୁ