ସମୁଦ୍ରକୂଳିଆ ଲୋକମାନଙ୍କ ସାମୟିକ ଥଇଥାନ ପାଇଁ ବିଭିନ୍ନ ରିଲିଫ୍ କ୍ୟାମ୍ପ୍ ଖୋଲାଯାଇଛି । ବତ୍ୟା ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନକୁ ଏନଡ଼ିଆରଏଫ୍ ଟିମକୁ ଉଦ୍ଧାର କାର୍ଯ୍ୟ କରିଚାଳନା ପାଇଁ ପଠାଯାଇଛି ।
ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ମାଡ଼ି ଆସୁଛି ବାତ୍ୟା ‘ମାଣ୍ଡସ୍ ‘ । ଏଥିପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରଖିଛି ଏନଡ଼ିଆରଏଫ୍ ଟିମ୍ । ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡ଼ୁ ପାଇଁ ଅଧିକ ବିପଦ ଥିବାରୁ ସେଠାରେ ପାଣିପାଗ ବିଭାଗ ଏବଂ ପ୍ରଶାସନ ତରଫରୁ ହାଇ ଆଲର୍ଟ ଜାରି କରାଯାଇଛି ।