ବିଗବସର ଫିନାଲେରେ ନିଜ ନିଜର ଜଲୱା ଦେଖାଇଥିଲେ ପ୍ରତିଯୋଗୀ । କମେଡିଆନ ଆକ୍ଟର କୃଷ୍ଣ ଅଭିଷେକ କମେଡି ଅନ୍ଦାଜରେ ସମସ୍ତଙ୍କ ମନ ଛୁଇଁଥିଲେ । ଏଥିସହ ସଲମନ ଖାନ ନିଜ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ପ୍ରଥମ ଗୀତ ରିଲିଜ କରିଥିଲେ । ଏଥିସହ ସନି ଦେଓଲ ଓ ଅମୀଷା ପଟେଲ ନିଜ ମୁଭି ଗଦର ୨ ର ପ୍ରମୋସନ କରିଥିଲେ । ଏହାପରେ ବିଗବସ ସିଜିନ ୧୬ ର ଟ୍ରଫି ହାତେଇଥିଲେ ଭାରତ ।
ମନୋରଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ