नए भारत के संकल्प, सामर्थ्य, स्वाभिमान और प्रगति का प्रतीक। धन्यवाद प्रधानमंत्री @narendramodi जी। #MyParliamentMyPride pic.twitter.com/XutTvUoXtU — Dharmendra Pradhan (@dpradhanbjp) May 26, 2023
ଏହି ନୂଆ ସଂସଦ ଭବନ ୬୪ ହଜାର ୫୦୦ ବର୍ଗଫୁଟ୍ ସ୍ଥାନରେ ତିଆରି ହୋଇଛି । ୪ ମହଲା ବିଶିଷ୍ଟ ଏହି ପାର୍ଲାମେଣ୍ଟ କୋଠାରେ ୧୨୨୪ ଜଣ ସାଂସଦ ବସିବାର ସୁବିଧା ରହିଛି । ଲୋକସଭାର ୮୮୮ ଓ ରାଜ୍ୟସଭାର ୩୮୪ ସାଂସଦ ଏଠାରେ ବସିପାରିବେ ।