Today's Supreme Court verdict on the abrogation of Article 370 is historic and constitutionally upholds the decision taken by the Parliament of India on 5th August 2019; it is a resounding declaration of hope, progress and unity for our sisters and brothers in Jammu, Kashmir and… — Narendra Modi (@narendramodi) December 11, 2023
ସୁପ୍ରିମକୋର୍ଟଙ୍କ ରାୟ ସାମ୍ବିଧାନିକ ଭାବେ ଭାରତ ସଂସଦ ଦ୍ବାରା 5 ଅଗଷ୍ଟ 2019 ରେ ନିଆଯାଇଥିବା ନିଷ୍ପତ୍ତିକୁ ବଡ ସମର୍ଥନ କୁ ଦର୍ଶାଉଛି । ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆମର ଭଉଣୀ ଏବଂ ଭାଇମାନଙ୍କ ପାଇଁ ଏହା ଆଶା, ପ୍ରଗତି ଏବଂ ଏକତାର ଏକ ଘୋଷଣାନାମା ବୋଲି ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢନ୍ତୁ ଭାରତ ଖବର