Tomorrow, will be chairing high-level meetings to review the prevailing COVID-19 situation. Due to that, I would not be going to West Bengal. — Narendra Modi (@narendramodi) April 22, 2021
ସେ ନିଜ ଟ୍ଵିଟରରେ ଲେଖିଛନ୍ତି ଯେ, ଆସନ୍ତାକାଲି, COVID-19ର ସ୍ଥିତି ସମୀକ୍ଷା କରିବାକୁ ଉଚ୍ଚ ସ୍ତରୀୟ ବୈଠକର ଅଧ୍ୟକ୍ଷତା କରିବି । ତେଣୁ ସେ ପଶ୍ଚିମବଙ୍ଗ ଯିବେ ନାହିଁ ବୋଲି କହିଛନ୍ତି।