ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । 2022 ଡିସେମ୍ବର 25 ତାରିଖରେ ଗତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ମୋଦି । ଏଥିରେ 2022ରେ ଦେଶ ହାସଲ କରିଥିଲା ସଫଳତା, କ୍ରୀଡ଼ା ଓ ପ୍ରତିରକ୍ଷା ସହ ଜି-20ର ଆୟୋଜନ ଅଧିକାର ହାସଲ କରିବା ସମ୍ପର୍କରେ କହିଥିଲେ ପ୍ରଧାନମନ୍ତ୍ରୀ । ତେବେ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ 2014 ଅକ୍ଟୋବର 3ରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା ।
ଭାରତ ଖବର ଆହୁରି ପଢନ୍ତୁ