ସେହିପରି ପରଜଙ୍ଗ ଯୁବମୋର୍ଚ୍ଚା ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ବୃକ୍ଷ ରୋପଣ, ଛାତ୍ର ଛାତ୍ରୀ ଙ୍କୁ ବ୍ୟାଗ ଓ ମିଠା ବଣ୍ଟନ କରି ଜନ୍ମ ଦିବସ ପାଳନ କରାଯାଇଛି। ତେବେ ପରଜଙ୍ଗ ଯୁବମୋର୍ଚ୍ଚା ବ୍ଲକ ସଭାପତି ସନ୍ତୋଷ ସାହୁ ଙ୍କ ନେତୃତ୍ୱ ରେ ଆଜି ଯୁବମୁର୍ଚ୍ଛା ସଦସ୍ୟମାନେ, ବସୋଈ ର ଅଲେଖପାଟଣା ସ୍କୁଲ କୁ ଯାଇ ପ୍ରଥମେ ବୃକ୍ଷରୋପଣ, ତାପରେ ଛାତ୍ରଛାତ୍ରୀ ଙ୍କୁ ବ୍ୟାଗ ଓ ମିଠା ବଣ୍ଟନ କରିଛନ୍ତି । ଏହା ସହ କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର