ସର୍ଦ୍ଦରଧାମ ଶିକ୍ଷାଗତ ତଥା ସାମାଜିକ ପରିବର୍ତ୍ତନ, ସମାଜର ଦୁର୍ବଳ ବର୍ଗର ଉନ୍ନତି ଏବଂ ଯୁବକଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଦିଗରେ କାର୍ଯ୍ୟ କରିଆସୁଛି । ଏଠାରେ ଆର୍ଥିକ ସ୍ଥିତିରେ ଦୁର୍ବଳ ଛାତ୍ରମାନଙ୍କ ପାଇଁ ଆଧୁନିକ ଓ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏଥି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ମଧ୍ୟ ଉପସ୍ଥିତ ରହିବେ ।
ଭିସି ଯୋଗେ କନ୍ୟା ଛାତ୍ରାଳୟର ହେବ ଭୂମିପୂଜନ
Download Argus News App
