ଭୋର ୪.୩୦ରେ ପୁଲିସ୍ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଏ ସମ୍ପର୍କରେ କଂଗ୍ରେସ ନେତା ପି ଚାଦାମ୍ୱରମ ସୂଚନା ଦେଇଛନ୍ତି। ବର୍ତ୍ତମାନ ଅସ୍ଥାୟୀ ଭାବେ ତାଙ୍କୁ ପୁଲିସ୍ ସୀତାପୁର ଗେଷ୍ଟ ହାଉସ ଜେଲରେ ରଖିଛି।
କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ

ଅର୍ଗସ ବ୍ୟୁରୋ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗିରଫ। ଉତ୍ତର ପ୍ରଦେଶ ପୁଲିସ୍ ତାଙ୍କୁ ଗିରଫ କରିଛି । ସୋମବାର ଭୋରରୁ ସେ ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୁଲିସ୍ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା।
Download Argus News App
