ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ରାୟ ଏବଂ ଇଲେକଟ୍ରୋନିକ ଓ ଆଇଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଅନ୍ୟ ୪ ଓ୍ବେବସାଇଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, ୨୦୨୧ ମସିହାରେ କେନ୍ଦ୍ର ସରକାର ଇନ୍ଫରମେଶନ ଟେକ୍ନୋଲୋଜି ଏହି ରୁଲ୍ସ ଆଣିଥିଲେ। ମହିଳାମାନଙ୍କ ଅଶ୍ଲୀଳ ଛବି ପ୍ରଦର୍ଶନକାରୀ ଓ୍ବେବସାଇଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏଥିରେ ନିୟମ ରହିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।