ନିଯୁକ୍ତି ଉପରେ ଆସନ୍ତା ୨ ଦିନ ମଧ୍ୟରେ ମୋହର ଲାଗିବ ବୋଲି ସୂଚନା ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ । ଗତ ଡିସେମ୍ବର ମାସରେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଏହି ୫ ଜଣଙ୍କ ନାଁ ସୁପାରିସ କରିଥିଲେ । ଏହି ବିଚାରପତିମାନେ ଯୋଗଦେଲେ ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨ରେ ପହଁଚିବ ।
ଆସନ୍ତା ୨ ଦିନ ମଧ୍ୟରେ ମୋହର ଲାଗିବା ନେଇ ସୂଚନା
Download Argus News App
