ଅଧିକ ପଢନ୍ତୁ : ଶେଷ ହୋଇଛି ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ
ତେବେ ଦୀର୍ଘ ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଥିଲା ।ଏହି ପ୍ୟାରିସ ଅଲିମ୍ପିକ୍ସକୁ ସ୍ମରଣୀୟ କରିବାକୁ ଉଦଯାପନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମିଳିତ ପରେଡରେ ତ୍ରିରଙ୍ଗା ଧରିଥିଲେ ପଦକ ବିଜେତା ହକି ଟିମର ଗୋଲକିପର ପି.ଆର. ଶ୍ରୀଜେସ ଓ ଡବଲ ମେଡାଲିଷ୍ଟ ମନୁ ଭାକର। ପ୍ରତିଯୋଗିତାରେ ଭାରତ ଏଥର ଗୋଟିଏ ରୌପ୍ୟ ପଦକ ସହ ମୋଟ 6ଟି ପଦକ ହାସଲ କରିଛି।