ଆଜି ପୁଣି ବଡ଼ ବୟାନ ଦେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ । କହିଛନ୍ତି, ବିଜେଡି ଛାଡ଼ିପାରନ୍ତି ଆଉ କିଛି ରାଜ୍ୟସଭା ଏମପି
ଏଣିକି ୨ ମାସ ପୂର୍ବରୁ ଟ୍ରେନ୍ ଟିକେଟ ବୁକିଂ । ଟ୍ରେନ୍ ଟିକେଟ ଆଡଭାନ୍ସ ବୁକିଂ ସମୟ ସୀମା ହ୍ରାସ କଲା ରେଲୱେ । ଏଣିକି ୪ ମାସ ନୁହେଁ, ୨ ମାସ ପୂର୍ବରୁ କରିହେବ ଆଡଭାନ୍ସ ବୁକିଂ । ସମୟ ସୀମା ହ୍ରାସ ନେଇ ରେଲୱେ ବୋର୍ଡ ପକ୍ଷରୁ ଚିଠି
ବେଙ୍ଗଲୁରୁ ଟେଷ୍ଟ: ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ପ୍ରଥମ ଇନିଂସରେ ମାତ୍ର ୪୬ ରନ୍ରେ ଅଲଆଉଟ୍, କୌଣସି ରନ୍ ନକରି ଆଉଟ୍ ହେଲେ ୫ ଖେଳାଳି । କୋହଲି, ସର୍ଫରାଜ, ରାହୁଲ, ଜାଡେଜା, ଅଶ୍ବିନ୍ ଶୂନ୍ରେ ଆଉଟ୍
ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାଏବ ସିଂ ସୈନୀ । କ୍ରମାଗତ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ୬(ଏ) ଆଇନ୍ ସାମ୍ବିଧାନିକ ଭାବେ ବୈଧ । ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା, ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିଲେ ନାଗରିକତା ମିଳିବ । ୧୯୭୧ ମାର୍ଚ୍ଚ ୨୫ ପରେ ଆସିଥିବା ଅନୁପ୍ରବେଶୀଙ୍କୁ ଚିହ୍ନଟ ନିର୍ଦ୍ଦେଶ
ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ଛୁଆଁ ପରିବା ଦର । କାର୍ତ୍ତିକ ମାସ ଆରମ୍ଭରୁ ପରିବା ଦର ଉପର ମୁହାଁ । କଟକ ଛତ୍ରବଜାରରେ ପ୍ରାୟତଃ ସମସ୍ତ ପରିବା ଦର ୭୦ଟଙ୍କାରୁ ଅଧିକ ରହିଛି
କାର୍ତ୍ତିକ ବ୍ରତ ପାଳନ ପାଇଁ ଶ୍ରୀମନ୍ଦିରରେ ଜମିଲାଣି ଭକ୍ତଙ୍କ ଭିଡ଼ । ଆଜି ପୂର୍ଣ୍ଣିମା ଥିବାରୁ ଆସନ୍ତା କାଲିଠୁ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳୀ। ଏଥିପାଇଁ ଚଳଞ୍ଚଳ ଶ୍ରୀକ୍ଷେତ୍ର
ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ସଂଜୀବ ଖାନ୍ନା । ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନାଁ ପ୍ରସ୍ତାବ ଦେଲେ CJI ଡିୱାଇ ଚନ୍ଦ୍ରଚୂଡ଼, ନଭେମ୍ବର ୧୧ରେ ସରୁଛି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ
ରାଜ୍ୟ ବିଭିନ୍ନ ସ୍ଥାନରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ମାଆଙ୍କ ମଙ୍ଗଳ ଆଳତୀ ଦେଖିବା ପାଇଁ ଜମୁଛି ଭକ୍ତଙ୍କ ଭିଡ଼