ଅଧିକ ଖବର ପଢ଼ନ୍ତୁ: ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ପଖାଳ ଭାତ
‘ପଖାଳ ଦିବସ’ ଅବସରରେ ପଖାଳ ଖାଇବାର ମଜା ଅଲଗା । ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ । ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଦିବସର ଅଭିନନ୍ଦନ ।
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ‘ପଖାଳ ଦିବସ’ ପାଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି ଯେ, ପଖାଳ ମୋର ପ୍ରିୟ ଖାଦ୍ୟ । ଏହା ଆମ ଓଡ଼ିଆଙ୍କ ସ୍ଵତନ୍ତ୍ର ପରିଚୟ ।