ଦେଶରେ କରୋନ ଯୋଗୁଁ ଅନେକ ସର୍ବ ଭାରତୀୟ ପରୀକ୍ଷା ସ୍ଥଗିତ ରଖାଯାଇଛି। ଓଡିଶାରେ ଅନେକ ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି।
ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ୍ସ ସ୍ଥଗିତ, ଜୁନ ୨୭ ବଦଳରେ ଅକ୍ଟୋବର ୧୦ରେ ପରୀକ୍ଷା

ଅର୍ଗସ ବ୍ୟୁରୋ: ଦେଶରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ୟୁପିଏସସି ଜୁନ ୨୭ରେ ହେବାକୁ ଥିବା ସିଭିଲ ସର୍ଭିସ ପ୍ରିଲିମ୍ସ ପରୀକ୍ଷାକୁ ସ୍ଥଗିତ ରଖିଛି। ଏହି ପରୀକ୍ଷା ଆସନ୍ତା ୧୦ ଅକ୍ଟୋବରରେ ହେବା ନେଇ ସ୍ଥିର କରାଯାଇଛି। ଏ ନେଇ ୟୁପିଏସସି ସୂଚନା ଦେଇଛି।
Download Argus News App
