ବନାରସରେ ହୋଇଥିବା ହିଂସା ବିରୋଧରେ ଆମେ ନିର୍ବାଚନ କମିଶନଙ୍କୁ ଭେଟିଲୁ । ନିର୍ବାଚନ କମିଶନଙ୍କ ନିଷ୍ପତି ଉପରେ ଆମେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ । ତାଙ୍କର ଏହା ଅଧିକାର । ମତ ଗଣନା ଆଇନ ଏବଂ ନିୟମ ଅନୁସାରେ ହେବା ଉଚିତ । ୟୁପିରେ ପରାଜୟର ଭୟ ଥିବାରୁ ଏସପି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିରାଶ ହୋଇଛନ୍ତି ।
ଗତକାଲି ସେ ବ୍ୟବହାର କରିଥିବା ଭାଷା ଗଣତନ୍ତ୍ର ପାଇଁ ବିପଜ୍ଜନକ ଅଟେ । ଅଖିଳେଶ ଯାଦବ କେବଳ ଏହି ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଜିତିଛନ୍ତି ତେଣୁ ଆପଣ ଲୋକଙ୍କ ଆଦେଶ ଗ୍ରହଣ କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ୟୁପି ସମେତ 5ଟି ରାଜ୍ୟରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆସନ୍ତାକାଲି ଜଣାପଡିବ ।
कल बनारस में जो हुआ उसका सच सभी पार्टियों को पता है, लेकिन फिर भी आपत्तिजनक भाषा का प्रयोग कर, #EVM पर सवाल उठाकर, चुनाव आयोग की विश्वसनीयता पर सवाल उठाकर अखिलेश जी ने न केवल मतदाताओं का बल्कि लोकतांत्रिक प्रक्रियाओं की पवित्रता का भी अपमान किया है।
हार की बौखलाहट दिख रही है। pic.twitter.com/bfSCcow0j0 — Dharmendra Pradhan (@dpradhanbjp) March 9, 2022
ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡା ମତ ପ୍ରକାଶ ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ସରକାର ଗଠନ ନେଇ ତପ୍ତରତା ପ୍ରକାଶ ପାଇଲାଣି । ୟୁପିରେ ବିଜେପି ଏବଂ ପଞ୍ଜାବରେ ଆପ୍ ଜିତିବ ବୋଲି ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ରିପୋର୍ଟ ଦେଇଛନ୍ତି । ଯାହା ପରେ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା ।
उत्तर प्रदेश में समाजवादी पार्टी के प्रमुख द्वारा संवैधानिक व्यवस्थाओं पर प्रहार, झूठ और दुष्प्रचार पर त्वरित क़ानूनी कार्यवाही हेतु भाजपा के प्रतिनिधि दल के साथ @ECISVEEP को ज्ञापन सौंपा।
हर बार की तरह चुनाव के नतीजों से पहले बेबुनियाद आशंकाएँ इनकी हताशा को दर्शाता है। pic.twitter.com/LyHjTNrUZf — Dharmendra Pradhan (@dpradhanbjp) March 9, 2022