108 ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଗୁରୁତର ଆହତ ଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଗାଡି ଜବତ କରିଛି ପୋଲିସ୍ । ଗୁରୁତର ଆହତଙ୍କ ହସ୍ପିଟାଲେ ଚିକିତ୍ସା ଚାଲିଥିବା ସୂଚନା ।
କାର ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ଲିମାମେଡା ମୁଖ୍ୟ ରାସ୍ତା ଉପରେ କାର ଓ ବାଇକ ମୁହାଁମୁହିଁ ଧକ୍କା । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ଚାଳକ ହେଲେ ଆମ୍ବବାଡି ଗ୍ରାମର ମାଝି ଶବର । ଗୁଣୁପୁର ରୁ ନିଜ ଗ୍ରାମ ଅଭିମୁଖେ ଯାଉଥିବାବେଳେ ବିପରିତପଟୁ ବ୍ରହ୍ମପୁରରୁ ଗୁଣୁପୁର ଆସୁଥିବା ଏକ କାର ସହ ଲିମାମେଡା ନିକଟରେ ଦୁର୍ଘଟଣା ଘଟିଥିଲା ।
ପ୍ରଧାନମନ୍ତ୍ରୀ ନିଜର ୯୦ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି

ଅର୍ଗସ ବ୍ୟୁରୋ: ଭୁବନେଶ୍ୱର 29 ନମ୍ବର ୱାର୍ଡର ନିକୋ ପାର୍କ ଛକରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଶୁଣିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପ୍ରଧାନମନ୍ତ୍ରୀ ନିଜର 90 ତମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।କାର୍ଯ୍ୟକ୍ରମରେ 29 ନମ୍ବର ୱାର୍ଡ ର କର୍ପୋରେଟର ଜୀବନ ରାଉତ, ବିଜେପି କର୍ମୀ ଜଗା ପ୍ରଧାନଙ୍କ ସମେ
Download Argus News App
