ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ। ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ରହିଛି ଖୁଣ୍ଟୁଣୀ ଛକ, ଚାନ୍ଦବାଲି ଛକରେ ନାକା କରାଯାଇଛି। ଏହା ଆଠଗଡ଼ ତହସିଲଦାରଙ୍କ ଅଧିନରେ ରହିଛି। ସେହିପରି ନୂଆ ସଡ଼କ ଛକରେ ଥିବା ନାକା ତିଗିରିଆ ତହସିଲଦାର, ବିଧାରପୁର ଛକରେ ଥିବା ନାକା ବଡ଼ମ୍ବା ତହସିଲଦାରଙ୍କ ଅଧିନରେ ରହିଛି।
କରୋନା ଆତଙ୍କ: ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ
ସମସ୍ତଙ୍କ ଟଙ୍କା ଧରି ଭଣ୍ଡ ପାଦ୍ରୀ ଫେରାର

ବଲାଙ୍ଗୀର: ସତ ହେଲା ଅର୍ଗସର ଅନୁମାନ। ଟଙ୍କା ଧରି ଠକ ବଜିନ୍ଦର ଫେରାର। ଦ୍ବିତୀୟ ଦିନରେ ସଭାକୁ ଆସିଲେନି ବଜିନ୍ଦର । ସମସ୍ତଙ୍କ ଟଙ୍କା ଧରି ଭଣ୍ଡ ପାଦ୍ରୀ ଫେରାର ହୋଇଯାଇଥିବା ଅଭିଯୋଗ। ଲୋକଙ୍କ ଲକ୍ଷାଧିକ ଟଙ୍କା ଧରି ଗାୟବ ହୋଇଯାଇଥିବା ଅଭିଯୋଗ ଆଣିଲେ ଅୟୋଜକ। ଏହାସହ ଆୟୋଜକ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇଛନ୍ତି।
କୌଣସି ଅଭିଯୋଗ ନକରିବାକୁ ସଭାରେ ଘୋଷଣ
Download Argus News App
