ପୋଲିସ କେଉଁ ଉଦ୍ଦେଶ୍ୟରେ ପ୍ରକାଶ ନାୟକଙ୍କୁ ଗିରଫ କଲା,ପୋଲିସ ଜାଣିନି
ଆଜି ପୁଣି 206 କୋରୋନୋ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି 206 କୋରୋନୋ ପଜିଟିଭ ଚିହ୍ନଟ । ସେଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 192 ଟି କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 14 । ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଅନୁଗୁଳରୁ 6, ବାଲେଶ୍ୱର 5, ଭଦ୍ରକରୁ 4, ବଲାଙ୍ଗିର 16, ବୌଦ୍ଧ 1, କଟକରୁ 17, ଦେଓଗଡ଼ 15, ଢ଼େଙ୍କାନାଳ 4, ଗଞ୍ଜାମ 3, ଜଗତସିଂହପୁର 17, ଯାଜପୁରରୁ 28, ଝାରସୁଗୁଡା 3, କେନ୍ଦ୍ରାପଡା 4, କେନ୍ଦୁଝରରୁ 6, ଖୋର୍ଦ୍ଧା 7, କୋରୋପୁଟ 18, ମାଲକାନଗିରି 36, ମୟୁରଭଞ୍ଜ 7, ନୟାଗଡ଼ 1, ପୁରୀରୁ 1, ସମ୍ୱଲପୁର 4, ସୁନ୍ଦରଗଡ଼ 2 । ଏହାକୁ ମିଶାଇ ରାଜ୍ୟରେ ମୋଟ ବକ୍ରାନ୍ତଙ୍କ ସଂଖ୍ୟା 7 ହଜାର 65 ଛୁଇଁଲା ।
Download Argus News App
