ପରବର୍ତ୍ତୀ ସମୟରେ ସେ ଶିଶୁ ପୁତ୍ରଟିକୁ ଅନ୍ୟତ୍ର ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ହେଲେ ଚାଇଲ୍ଡ ଲାଇନ ଏ ସମ୍ପର୍କରେ ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଗତପୁର ଥାନା ଅଧିକାରୀଙ୍କ ସହାୟତାରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରାଯାଇ CWC କୁ ହସ୍ତାନ୍ତର କରାଗଲା । ଏହାସହ ଶିଶୁ ପୁତ୍ରଟିକୁ ରଖିଥିବା ସଂପୃକ୍ତ ଦୁଇ ଜଣ ମହିଳା ମୀନା ମହାରଣା ଓ ଲିଜି ଦାସଙ୍କୁ ଚାଇଲ୍ଡ ଲାଇନ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ।
11 ଦିନର ଶିଶୁକୁ ବିକ୍ରୀ ପାଇଁ ଯୋଜନା କରୁଥିଲେ, ଉଦ୍ଧାର କଲା ଚାଇଲ୍ଡ ଲାଇନ
Download Argus News App
