ତେବେ ଏହି ମାମଲାକୁ ନେଇ ଥାନାରେ ଅଟକ ଥିବା ବାଙ୍ଗିରିପୋଷି ଥାନା ଅଧିନ ମହୁଲବରେଇ ଗ୍ରାମର ସତ୍ୟବ୍ରତ ମୁଖୀ(୨୩),ଏମ.ଡି. କୁଦରତ(୩୨),ହାଣଦା ଗ୍ରାମର ସଞ୍ଜୟ କୁମାର ବେହେରା(୨୪),ପ୍ରଦୀପ ଦିଗାର(୪୦),ରାଜୁ ବେହେରା(୨୧),ଚିତ୍ତରଞ୍ଜନ ମହାକୁଡ଼(୨୫)ନିରଞ୍ଜନ ମହାନ୍ତ(୩୦),ସାଗର ବେହେରା(୨୨) ଏବଂ ବାଙ୍ଗିରିପୋଷି ଅଞ୍ଚଳର ରାମଚନ୍ଦ୍ର ମହାକୁଡ଼(୩୪),କୁନା ମହାକୁଡ଼(୪୨)ଆଶିଷ କୁମାର ସିଂ(୨୫) ତଦନ୍ତ ସମୟରେ ନିଜର ଦୋଷ ସ୍ୱୀକାର କରିଥିଲେ ।
ତେବେ ଆଜି ସମସ୍ତ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପରେ ଦଫା ୩୭୯ ଅନୁଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଏସ.ଆଇ ମୋନାଲିସା ବେହେରା ପ୍ରକାଶ କରିଛନ୍ତି ।