ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ ଏକାଦଶରେ ପଢି ପାରୁ ନାହାନ୍ତି । ଦୂରତା ଦୃଷ୍ଟିରୁ ଅନେକ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ସ୍କୁଲ ଗୁଡିକରେ ହାଇସ୍କୁଲ ଅଛି ସେହି ସ୍କୁଲରେ ଯୁକ୍ତ ଦୁଇ ଖୋଲିବ । ପ୍ରଥମ ପର୍ଯ୍ୟାୟରେ 40 ଟି ସ୍କୁଲରେ ଖୋଲିବ ଏକାଦଶ । ଆବଶ୍ୟକତାକୁ ଉପଲବ୍ଧି କରାଯାଇ ଆସନ୍ତାବର୍ଷରୁ ଏକାଦଶ ଖୋଲିବା ନେଇ ନିଷ୍ପତ୍ତି ନିଆଯାଉଛି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।