ସେହିପରି ଆଜି ରାଜ୍ୟରେ 5 କରୋନା ଆକ୍ରାନ୍ତଙ୍କ ମୁଣ୍ଡ ଯାଇଛି । ଯାହାକୁ ମିଶାଇ ୧୮୦୭ରେ ପହଞ୍ଚିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ।
ଭୁବନେଶ୍ୱର: ଆଜି ରାଜ୍ୟରେ 393 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 228 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 165 । ଏହାକୁ ମିଶାଇ 323757ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।
ସେହିପରି ଆଜି ରାଜ୍ୟରେ 5 କରୋନା ଆକ୍ରାନ୍ତଙ୍କ ମୁଣ୍ଡ ଯାଇଛି । ଯାହାକୁ ମିଶାଇ ୧୮୦୭ରେ ପହଞ୍ଚିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ।