ସମଲ ଥାନା ଦେଇ ଚୋରା କୋଇଲା ପରିବହନ ବୃଦ୍ଧି ପାଇବାରେ ଲାଗିଛି। କଣିହାଁ ଖାଦାନରୁ ବହୁ ସ୍କୁଟର ଯୋଗେ ଚୋରା କୋଇଲା ସଂପୃକ୍ତ ଅଞ୍ଚଳ ଦେଇ ପବିତ୍ରନଗର, ଖମାର ଆଦି ଅଞ୍ଚଳର ଇଟାଭାଟିକୁ ଯାଇଥାଏ। ଖବର ପାଇ ପୋଲିସ ବିଭିନ୍ନ ରାସ୍ତାରେ ଚଢାଉ କରିଥିଲା।
ଚୋରା କୋଇଲା ସହ ୬ ସ୍କୁଟର ଜବତ, ୫ ଗିରଫ
Download Argus News App
