ଅଧିକ ପଢନ୍ତୁ: ଟ୍ରକରୁ ୨୪୦ କେଜି ଗଞ୍ଜେଇ ଜବତ
ଡ୍ରଗସ ଡିଷ୍ପୋଜାଲ କମିଟି ସଦସ୍ୟ ଦକ୍ଷିଣ ପଶ୍ଚିମାଞ୍ଚଳ ଡି .ଆଇ .ଜି ରାଜେଶ ପଣ୍ଡିତ, କୋରାପୁଟ ଏସ. ପି .ଅଭିନବ ସୋନକାର୍, ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢୀ, ସହକାରୀ ଜିଲ୍ଲାପାଳ ମାଧବ ପାଙ୍ଗି, ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ପ୍ରମୁଖଙ୍କ ଉପସ୍ଥିତିରେ ଗଞ୍ଜେଇ ପୋଡ଼ା ଯାଇଥିଲା। ପୋଡ଼ା ଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ କୋଟି ୭୦ ଲକ୍ଷ୍ୟ ୩୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି।
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ