ନାବାଳିକା ଜଣକ ଘରେ ପହଞ୍ଚି ସବୁ ଘଟଣା କହିବା ପରେ ଆଜି ନାବାଳିକା ଙ୍କ ବାପା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀ ପାତ୍ର ଙ୍କ ନିର୍ଦ୍ଧେଶ ଅନୁସାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ତଦନ୍ତକାରୀ ଦାରିଙ୍ଗବାଡ଼ି ସବଇନ୍ସପେକ୍ଟର ଜିତେନ୍ଦ୍ର ବେହେରା l
ଅଧିକ ପଢନ୍ତୁ ଓଡ଼ିଶା ଖବର