ଅଧିକ ପଢନ୍ତୁ : ବିଜେଡି ନେତାଙ୍କ ପାୱାର ମୋହ ଛାଡୁନି ?
ମନ୍ଦିର ଭିତରେ ବିଜେଡି ଝଣ୍ତା ସାଇତି ରଖାଯାଇଥିବା ଦେଖା ଯିବା ପରେ ମନ୍ଦିର ପ୍ରଶାସନ ଭୁମିକା ଉପରେ ପ୍ରଶ୍ନ ଉଠିଛି । ବିଜେଡି ଝଣ୍ତା ଜାଣି ଶୁଣି ରଖାଯାଇଛି ନାଁ ଜାଣିଥିଲେ ମଧ୍ୟ ଫିଙ୍ଗା ଯାଉନି କି ? ଏଭଳି ପ୍ରଶ୍ନ ସାଧାରଣରେ ଉଠିଛି ।
ସମ୍ବଲପୁର : ସୀମା ଟପିଲା ବିଜୁ ଜନତା ଦଳର ପ୍ରଚାର । ସମଲେଶ୍ବରୀ ମନ୍ଦିର ଭିତରେ ବିଜେଡି ଝଣ୍ତା ଦେଖିଵାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭାଇରଲ ଭିଡିଓ ଦେଖିବାକୁ ମିଲିଛି । ସମ୍ବଲପୁର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିର ଭିତରେ ବିଜେଡିର ଝଣ୍ତା ସାଇତି ରଖାଯାଇଛି । ଯାହାକି ପ୍ରତିଦିନ ସମସ୍ତଙ୍କ ନଜରେ ଆସୁଥିବା ବେଳେ କେହି ତାକୁ ପ୍ରତିବାଦ କରିନାହାନ୍ତି ।
ଅଧିକ ପଢନ୍ତୁ : ବିଜେଡି ନେତାଙ୍କ ପାୱାର ମୋହ ଛାଡୁନି ?
ମନ୍ଦିର ଭିତରେ ବିଜେଡି ଝଣ୍ତା ସାଇତି ରଖାଯାଇଥିବା ଦେଖା ଯିବା ପରେ ମନ୍ଦିର ପ୍ରଶାସନ ଭୁମିକା ଉପରେ ପ୍ରଶ୍ନ ଉଠିଛି । ବିଜେଡି ଝଣ୍ତା ଜାଣି ଶୁଣି ରଖାଯାଇଛି ନାଁ ଜାଣିଥିଲେ ମଧ୍ୟ ଫିଙ୍ଗା ଯାଉନି କି ? ଏଭଳି ପ୍ରଶ୍ନ ସାଧାରଣରେ ଉଠିଛି ।
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର