ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିଶ୍ୱରଂଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟାନ୍ୟ କୃଷି ବୈଜ୍ଞାନିକ ମାନେ ଉପସ୍ଥିତ ଥିଲେ । ଏହା ଚାଷିମାନଙ୍କ କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି କହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅନୁସୂଚିତ ଜାତି ଉପଯୋଜନା ଅନ୍ତର୍ଗତ ପଶୁ ଶକ୍ତିର ସଦୁପୋଯୋଗ ସମ୍ବନ୍ଧିୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଦ୍ୱାରା ଏକ କୃଷକମେଳା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଅନୁସୂଚିତ ଜନଜାତୀଙ୍କ ନିମନ୍ତେ ଏହି କୃଷକ ମେଳା କରାଯାଇଥିବାବେଳେ ପଶୁଶକ୍ତି ଦ୍ୱାରା ଚାଳିତ ହେଉଥିବା ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଆଲୋଚନା କରିଥିଲେ ।