ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମହାପ୍ରଭୁଙ୍କ (ଜଗନ୍ନାଥ) ମନ୍ଦିର ସହ ସହରର ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକା ଙ୍କ ପୀଠରେ ଆଜି ସକାଳ ଠାରୁ ଶ୍ରଦ୍ଧାଳୁଙ୍କ ଭିଡି ଜମିଛି। ୨୦୨୩ମସିହାରେ ସପରିବାର ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର କାମନା କରି ମନ୍ଦିର ମାନଙ୍କରେ ଦୀପ ଦାନ, ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ।
ଓଡିଶା ଖବର ଆହୁରି ପଢନ୍ତୁ