ଯୁବକ ଜଣକ ବ୍ରହ୍ମପୁର ବୈଦନାଥପୁର ଥାନାରେ ଅଟକ ରହିଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ଯୁବକଙ୍କ ଏଭଳି ଉନ୍ମତ କାଣ୍ଡ ଭିଆଇଲେ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବ୍ରହ୍ମପୁର ଏସପିଙ୍କ ସମେତ ପୋଲିସ ପହଞ୍ଚି ତଦନ୍ତ କରୁଛି ।
କୋର୍ଟରେ SDJMଙ୍କୁ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ଯୁବକଙ୍କ ଉନ୍ମତ କାଣ୍ଡ । କୋର୍ଟରେ ଧାରୁଆ ଛୁରୀ ଧରି SDJMଙ୍କୁ ଆକ୍ରମଣ କରିବାକୁ ଯୁବକଙ୍କ ଜଣଙ୍କ ଉଦ୍ୟମ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର SDJM କୋର୍ଟରେ । ବ୍ରହ୍ମପୁର SDJM ପ୍ରଜ୍ଞା ପରମିତା ପତିହାରୀ ଆକ୍ରମଣ କରିବାକୁ ଯୁବକ ଜଣଙ୍କ ଡାଏସ୍ ଉପରକୁ ଚଢି ଯାଇଥିଲେ । ଉପସ୍ଥିତ ଥିବା ଅନ୍ୟ ଓକିଲମାନେ ଯୁବକ ଜଣକୁ ଧରି ପୋଲିସକୁ ଜିମା ଦେଇଛନ୍ତି ।
Download Argus News App
