ଜୀବନ ରକ୍ଷାକାରୀ ଔଷଧକୁ ନକଲି କରି ବ୍ୟବସାୟ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାହିଁକି ଆଜୀବନ ସଜା ପାଇଁ ଦଫା ଲାଗୁନି ତାକୁ ନେଇ ପ୍ରଶ୍ନ କଲେଣି ଆଇନ ବିଶାରଦ। ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ଥିବା ଉଭୟ ନକଲି ଔଷଧ ବ୍ୟବସାୟୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ସମୟରେ ଅନେକ ତଥ୍ୟ ପୋଲିସ ହାତରେ ଲାଗିଛି ବୋଲି ଡିସିପି କହିଛନ୍ତି।
ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ଖୋଳତାଡ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ ଟିମ

କଡକ: ପୋଲିସକୁ ଟେନସନ୍ ଦେଲାଣି ନକଲି ଔଷଧ । ଗୋଟିଏ ପରେ ଗୋଟିଏ ରାଜ୍ୟରୁ ନକଲି ଟେଲମା 40 ଔଷଧ କଟକକୁ ଆସୁଥିବାରୁ ଏହାର ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ଖୋଳତାଡ ପାଇଁ ରାଜ୍ୟ ବାହାରକୁ ଯିବ ପୋଲିସ ଟିମ। ହେଲେ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଲାଗିନି ନକଲି ଔଷଧ ପ୍ରସ୍ତୁତ କରୁଥିବା ସଂସ୍ଥା।
Download Argus News App
