ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ବନ୍ୟା ପାଣିରେ ଫସିଲେ ଗର୍ଭବତୀ ମହିଳା

ଅର୍ଗସ ବ୍ୟୁରୋ : ପୁରୀ ପିପିଲିରେ ବନ୍ୟାରେ ଫସିଲେ ଗର୍ଭବତୀ ମହିଳା । ଡେଲାଙ୍ଗ ମେଡିକାଲ ନେଉଥିବା ବେଳେ ଅଧା ବାଟରେ ଖରାପ ହେଲା ବୋଟ । ସାନ ଆଙ୍ଗୁଳା ଗାଁରୁ ମେଡିକାଲ ନେଉଥିବା ବେଳେ ଲୁଣା ନଦୀ ମଝିରେ ଫସି ରହିଛି ବୋଟ । ତେବେ ପ୍ରଶାସନ ପକ୍ଷରୁ ନିୟୋଜିତ ବୋଟରେ ବିନା ଲାଇଫ ଜାକାଟରେ ଗର୍ଭବତୀଙ୍କୁ ବୋଟରେ ମେଡ଼ିକାଲ ନିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।
Download Argus News App
