Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ତାତିରୁ ମିଳିବ ଆଶ୍ୱସ୍ତି, ୨ ଦିନ ପରେ କାଳବୈଶାଖୀ ସମ୍ଭାବନା
ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ଝାଡ଼ଖଣ୍ଡରେ ପ୍ରଚାର ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଭାରତ ଉପରେ ଆତଙ୍କବାଦ ଆକ୍ରମଣ ହେଲେ କଂଗ୍ରେସେ ପାକିସ୍ତାନକୁ ଲଭ୍ ଲେଟର ଲେଖୁଥିଲା । କିନ୍ତୁ ଏବେ ସମୟ ବଦଳିଛି । ସିଧାସଳଖ ଆକ୍ରମଣ କରୁଛି ଭାରତ । ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ ପରେ ଦୋହଲି ଯାଇଛି ପାକିସ୍ତାନ । ଅଧିକ ପଢନ୍ତୁ ଭାର
ଦୁଇଟି ଜିଲ୍ଲା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ