ଅମଳ କରିବା ପାଇଁ ରଖିଥିବା ବେଳେ ଦଇବ ସାଜିଲା ଦାଉ ସେହି ଧାନ ଖଳା ଉପରେ ଥିବା 11kv ବିଦ୍ୟତ ତାର ଛିଣ୍ଡି ଯିବା ଫଳରେ କାଳନ୍ଦୀ ରଖିଥିବା ବର୍ଷକର ଆହାର ଜଳି ପୋଡି ପାଉଁଶ ହୋଇଯାଇଛି। ଯଦିଓ ଅଗ୍ନି ସମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେକୁ ସବୁ ଧାନ ଜଳି ପୋଡି ପାଉଁଶ ହୋଇଯାଇଥିଲା l ତୁରନ୍ତ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି l
ଓଡିଶା ଖବର ଆହୁରି ପଢନ୍ତୁ