ଫଳରେ ଗାଡିରେ ଥିବା ସବୁ ମାଛ ରାସ୍ତା ଉପରେ ବିଛାଇ ପଡିଥିଲା । ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ ପହଞ୍ଚି ରାସ୍ତାରୁ ମାଛ ସବୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ଜବତ କରିଥିଲା । ଏହି ଦୁର୍ଘଟଣାରେ ମିନିଟ୍ରକ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଓଡଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।