କଟକ ସିଏମସି କାର୍ଯ୍ୟାଳୟରେ ସରକାରି ବୈଠକ ଚାଲୁଥିବା ସମୟରେ ଠିକ ଠାକ କାମ କର ନଚେତ ମାଲକାନଗିରି ଯାଅ ବୋଲି ଅଫିସରଙ୍କୁ ମେୟର ସୁବାସ ସିଂ କହିଥିଲେ । ଯାହା ଗଣ ମାଧ୍ୟମରେ ପ୍ରକାଶ ହେବା ପରେ ମାଲକାନଗିରି ବାସିଙ୍କୁ କଷ୍ଟ ଦେଇଥିବାର ଅଭିଯୋଗ କରି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ମେୟର ସୁବାସ ସିଂ ଙ୍କ କୁଶ ପୁତ୍ତଲିକାକୁ ଚପଲ ଓ ଅଣ୍ଡା ମାଡ଼ କରିବା ସହ କୁସ ପୁତଲିକା ଦାହ କରାଯାଇଥିଲା ।
ସୁବାସ ସିଂଙ୍କ ପ୍ରତିକ୍ରିୟା ପରେ କଂଗ୍ରେସର ହଲ୍ଲା ବୋଲ

ଅର୍ଗସ ବ୍ୟୁରୋ: କଟକ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା ପରେ କଂଗ୍ରେସର ହଲ୍ଲା ବୋଲ। ଠିକ ଠାକ କାମ କର ନଚେତ ମାଲକାନଗିରି ଯାଅ । କଟକ ମେୟର ସୁବାସ ସିଂଙ୍କ ଏହି କଥାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ସୁବାସ ସିଂଙ୍କ କୁଶ ପୁତ୍ତଳିକା ଉପରେ ଚପଲ ଓ ଅଣ୍ଡା ମାଡ଼ କରି କୁଶ ପୁତ୍ତଳିକା ଦାହ କରାଯାଇଛି ।
ନାବାଳିକାକୁ ବ୍ଲାକମେଲିଂ କରି ଗଣଦୁଷ୍କର୍ମ ଅଭିଯୋଗ

ଅର୍ଗସ୍ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ପ୍ରେମ ଜାଲରେ ଫଶାଇ ଦୀର୍ଘ ୮ ମାସ ଧରି ଗଣଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ବ୍ଲାକମେଲିଂ କରି ଏପରି ଗଣଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାରୁ ଧମକ ଦେଇଥିଲେ ଦୁର୍ବୃତ୍ତ । ଗତ ୨୩ ତାରିଖରେ ନାବାଳିକା ଜଣକ କୌଣସି କାରଣର
Download Argus News App
