Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ବିହାର ଜମୁଇରେ ନିଜ ଅଭିଭାଷଣରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଗାଁ ଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହର ସବୁଠି ଏକ ଆଧ୍ୟାତ୍ମିକ ପରିବେଶ । ତା ସହିତ ଉତ୍କଳର ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ପ୍ରତ୍ୟୁଷରୁ ବିଭିନ୍ନ ନଦୀ ପୁଷ୍କରିଣୀରେ ଡ଼ଙ୍ଗା ଭସାଉଛନ୍ତି ଲୋକେ । ଅନ୍ୟପଟେ କାର୍ତ୍ତି
ବୋଇତ ବନ୍ଦାଣ ବେଳେ ଅଘଟଣ, ପୋଖରୀରେ ବୁଡ଼ିଗଲେ ନାବାଳିକା
ଅର୍ଗସ ବ୍ୟୁରୋ: ବୋଇତ ବନ୍ଦାଣ ବେଳେ ଅଘଟଣ । ମାଲକାନଗିରି ସଦର ଉପକଣ୍ଠ ଚମ୍ପନଗର ଗାଁରେ ଅଘଟଣ । ଶ୍ରଦ୍ଧାଳୁଙ୍କ ଦ୍ଵାରା ବୋଇତରେ ଦାନ କରାଯାଉଥିବା ଖୁଚୁରା ଟଙ୍କା ସଂଗ୍ରହ କରିବାକୁ ଯାଇ ଅଘଟଣ । ପୋଖରୀରେ ବୁଡ଼ିଗଲେ 12 ବର୍ଷର ନାବାଳିକା । କଏନ ଟଙ୍କା ସଂଗ୍ରହ କରିବାକୁ ସାଙ୍ଗ ମାନଙ୍କ ସହ ଯାଇଥିଲେ । ପୋଖରୀର ଗଭୀର ଜଳରେ ବୁଡିଯାଇ 12 ବର୍ଷର ନାବାଳିକା ସାବିତ୍ର