ପଶ୍ଚିମ ଓଡିଶା ଯେଉଁ ସଂସଦୀୟ କ୍ଷେତ୍ର ବଲାଙ୍ଗୀରର ଗୋଟିଏ ଆସନରୁ ଲଢିବା ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ, ସେହି ସଂସଦୀୟ କ୍ଷେତ୍ରରୁ ବଡ଼ ରଣ ହୁଙ୍କାର ଦେବେ ଶାହା। ଏହାକୁ ନେଇ ବିଜେପି କ୍ୟାମ୍ପରେ ପ୍ରବଳ ଉତ୍ସାହ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ପରେ ଭୁବନେଶ୍ଵର ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଶାହ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: