ଘର
ଓଡ଼ିଶା
ରାତି ଅଧିଆ ବୈଠକ କଲେ ଆନ୍ଧ୍ରର ରାଜନୈତିକ ଦଳ ନେତା
ରାତି ଅଧିଆ ବୈଠକ କଲେ ଆନ୍ଧ୍ରର ରାଜନୈତିକ ଦଳ ନେତା
by Banajyotshna Ray
ଅର୍ଗସ ବ୍ୟୁରୋ: କୋଟିଆ ଦଖଲ ପାଇଁ ଆନ୍ଧ୍ରର ବଡ଼ ଷଡ଼ଯନ୍ତ୍ର । ଉପର ସେମ୍ବିରେ ଅନୁପ୍ରବେଶ ସହ ରାତି ଅଧିଆ ବୈଠକ କଲେ ଆନ୍ଧ୍ର ରାଜନୈତିକ ଦଳର ନେତା । ପ୍ରଥମ ପର୍ଯ୍ୟାୟରେ ଦଳୀୟ ପତକା ଲାଗାଇଥିଲା ଆନ୍ଧ୍ର । ଦ୍ୱିତୀୟ ପର୍ଯ୍ୟାୟରେ ଚଳଚିତ୍ର ଏବଂ ତୃତୀୟ ପର୍ଯ୍ୟାୟରେ ଦଳୀୟ ପ୍ରଚାର କରି କୋଟିଆ ଅକ୍ତିଆର କରିବାକୁ ହୋଇଛି ଯୋଜନା । କୋଟିଆର ଖଣିଜ ସହ ଅମାପ ପର୍ଯ୍ୟଟନ ସମ୍ଭାବନା ଉପରେ ରହିଛି ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି।
ତେଣୁ ଓଡ଼ିଶା ଦଖଲ ଷଡ଼ଯନ୍ତ୍ର ସଫଳ କରିବାକୁ ଲାଗିପଡ଼ିଛନ୍ତି ଆନ୍ଧ୍ରର ସରାକାରୀ ଅଧିକାରୀଙ୍କଠାରୁ ନେଇ ରାଜନେତା । ଆମ ରାଜ୍ୟର 24 ବର୍ଷର ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତା ଯୋଗୁଁ ମନମାନି ଚଳାଇଛି ପଡ଼ୋଶୀ ରାଜ୍ୟ। ଆଉ ସଂକଟରେ ପଡ଼ିଛି ଓଡ଼ିଶାର ସୀମା, ଭାଷା ଓ ସଂସ୍କୃତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: