ଅଧିକ ପଢନ୍ତୁ ଓଡ଼ିଶା ଖବର
ଆନ୍ଧ୍ର ପକ୍ଷର ଜିଲ୍ଲା ପରିଷଦ ମାଝୀ କାନପୁରୀଙ୍କ ନେତୃତ୍ବରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନକୁ ନେଇ ସାଲୁର ମଣ୍ଡାଲାମ ତୋନାମ ପାଖରେ ଚାଲିଛି ପ୍ରଚାର । ଗାଙ୍ଗେନ୍ଦ୍ରୱାଲସା ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ବିଶେଷ କରି ଏହି କାର୍ଯ୍ୟକ୍ରମରେ ଧୂଳିପଦର, ପାଣନ୍ତୱାଲସା, ଉପର ସେମ୍ବି, ତଳସେମ୍ବିର ଲୋକଙ୍କୁ ଗାଡ଼ି ଯୋଗେ ନିଆଯାଉଛି । ସାଲୁର ବିଧାୟକ ରାଜନା ଦୋରା ବିଡ଼ିକାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ କରାଯାଉଥିବା ଜଣାପଡିଛି ।