ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୮୮୫, ପୁରୀରୁ ୭୪୩, ବରଗଡରୁ ୬୪୫, ଢେଙ୍କାନାଳରୁ ୫୮୬, ବୌଦ୍ଧରୁ ୫୪୮, ଅନୁଗୁଳରୁ ୫୪୫, ସୁନ୍ଦରଗଡରୁ ୫୦୭, ବାଲେଶ୍ବରରୁ ୪୭୭, ମୟୂରଭଞ୍ଜରୁ ୪୧୧, ନବରଙ୍ଗପୁରରୁ ୩୭୫, ନୟାଗଡରୁ ୩୦୨, ସମ୍ବଲପୁରରୁ ୩୦୧, କଳାହାଣ୍ଡିରୁ ୨୫୬, ଯାଜପୁରରୁ ୨୩୬, କୋରାପୁଟରୁ ୨୨୧, ଝାରସୁଗୁଡାରୁ ୨୧୩, ଜଗତସିଂହପୁରରୁ ୧୯୦, ବଲାଙ୍ଗୀରିରୁ ୧୬୭, ଗଞ୍ଜାମରୁ ୧୫୦, ସୋନପୁରରୁ ୧୪୨, ଭଦ୍ରକରୁ ୧୪୧, ରାୟଗଡାରୁ ୧୨୪, ମାଲକାନାଗିରିରୁ ୧୧୧, କନ୍ଧମାଳରୁ ୧୦୮, ଗଜପତିରୁ ୮୯, ଦେବଗଡରୁ ୮୦, ନୂଆପଡାରୁ ୫୪, କେନ୍ଦୁଝରରୁ ୨୩, କେନ୍ଦ୍ରାପଡାରୁ ୨୨ ଏବଂ ଷ୍ଟେଟ ପୁଲରୁ ୨୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ରାଜ୍ୟରେ ଆଜି ମୋଟ ୧୦ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର
ଭୁବନେଶ୍ଵର: ଭୁବନେଶ୍ଵର ଦୟା ବ୍ରିଜରେ ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ଗୁରୁତର । ବେଆଇନ ବାଲି ଚାଲାଣ ଟ୍ରକକୁ ଧରିବାକୁ ତହସିଲଦାର ପିଛା କରିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହିଳା ଓ ଶିଶୁ । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଚି । ଦୁର୍ଘଟଣା ପାଇଁ ଦାୟୀ ତହସିଲଦାରଙ୍କୁ କିଛି ସମୟ ଅଟକ ରଖିବା ପରେ ସ୍ଥାନୀୟ ଲୋକ
Download Argus News App
