ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୧୨, ବାଲେଶ୍ବରରୁ ୧୬୧, ଯାଜପୁରରୁ ୧୨୩, ଜଗତସିଂହପୁରରୁ ୧୧୩, କେନ୍ଦ୍ରାପଡାରୁ ୯୪, ନୟାଗଡରୁ ୭୮, ଭଦ୍ରକରୁ ୭୫, ମୟୂରଭଞ୍ଜରୁ ୭୫, ପୁରୀରୁ ୬୩, ଅନୁଗୁଳରୁ ୬୧, ସୁନ୍ଦରଗଡରୁ ୩୬, ଢେଙ୍କାନାଳରୁ ୩୪, ସମ୍ବଲପୁରରୁ ୩୨, ରାୟଗଡାରୁ ୨୯, ମାଲକାନଗିରିରୁ ୨୫, କନ୍ଧମାଳରୁ ୧୭, ବରଗଡରୁ ୧୪, କେନ୍ଦୁଝରରୁ ୧୩, ଗଜପତିରୁ ୧୦, କୋରାପୁଟରୁ ୧୦, ଗଞ୍ଜାମରୁ ୯, ବୌଦ୍ଧରୁ ୭, ନବରଙ୍ଗପୁରରୁ ୭, ସୋନପୁରରୁ ୬, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୫, ନୂଆପଡାରୁ ୫, ଦେବଗଡରୁ ୩ ଜଣ, ବଲାଙ୍ଗୀରିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।