Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
କାଲି ଆସିବେ ମୋଦି, ରାତିରେ ଭୁବନେଶ୍ୱରରେ ରହିବେ ପ୍ରଧାନମନ୍ତ୍ରୀ
ଦୁଇଟି ଜିଲ୍ଲା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ
ଜଙ୍ଗଲ ଦେଇ ଯାଉଥିବା ସମୟରେ ଯୁବକଙ୍କୁ ଦଳିଦେଲା ଦନ୍ତା
ଅର୍ଗସ ବ୍ୟୁରୋ : କାଜୁ ଜଙ୍ଗଲରେ ଯୁବକଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ବାଁଆରା ପଞ୍ଚାୟତ କୂଅମଡ଼ା କାଜୁ ଜଙ୍ଗଲ ବାଟ ଦେଇ ୩ ଜଣ ଯୁବକ ଚନ୍ଦକା ଯାଉଥିବା ସମୟରେ ହଠାତ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଦୁଇଜଣ ଯୁବକ ହାତୀ କବଳରୁ ଖସି ପଳାଉ ଯାଇଥିବା ବେଳେ ଜଣେ ଯୁବକ ସାମ୍ନାରେ ପଡି ଯାଇଥିଲେ